29.1 C
Bhubaneswar
Tuesday, July 8, 2025
Homeବ୍ରେକୀଙ୍ଗରାଜ୍ୟରେ ପୁଣି କୋରନା ନେଲା ୧୫ ଜୀବନ

ରାଜ୍ୟରେ ପୁଣି କୋରନା ନେଲା ୧୫ ଜୀବନ

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲାବେଳେ ମୃତ୍ୟୁ ଉପରେ ରୋକ ଲାଗିପାରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ରଜ୍ୟରେ କୋରନାରେ ମୋଟ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ୩ , କେନ୍ଦୁଝରରେ ୨. କଟକ, ସମ୍ବଲପୁର, ଗଞ୍ଜାମରେ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା 1640 ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking