30.1 C
Bhubaneswar
Wednesday, April 24, 2024
Homeଓଡିଶାବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ

ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ

କୋରପୁଟ : କୋରପୁଟ ଜିଲ୍ଲାର ଜୋଲାପୁଟ ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ ଅପରେସନ । ଗଞ୍ଜେଇ ମୁକ୍ତ କରିବାକୁ ଅବକାରୀ ବିଭାଗ ଓ ପୋଲିସ ମିଳିତ ଅପରେସନରେ ଜୋଲାପୁଟ ଫାଣ୍ଡି ଅଧିନସ୍ତ ବିଲାପୁଟ ଗ୍ରାମପଞ୍ଚାୟତର ତାପଖଣ୍ଡା ଗ୍ରାମ ଜଂଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ନନ୍ଦପୁର ଏସ୍‌ଡିପିଓ ମାଚକୁଣ୍ଡ ପୋଲିସ ଲୋମତାପୁଟ ପୋଲିସ ଜୋଲାପୁଟ ପୋଲିସ ମିଳିତ ଅପରେସନରେ ୨୦ରୁ ୨୫ଏକର ଜମିରେ ଲାଗିଥିବା ଗଞ୍ଜେଇ ଚାଷ ନଷ୍ଟ କରିଥିବାବେଳେ ଗଞ୍ଜେଇ ଚାଷ କରିଥିବା ଅଞ୍ଚଳ ମାଓ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ବମ ସ୍କ୍ୱାର୍ଡ ପୋଲିସ ବାହିନୀ ଉପସ୍ଥିତ ରହି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking