30.1 C
Bhubaneswar
Friday, April 26, 2024
Homeଓଡିଶାପୁଣି ଦୁଇ କରୋନା ଯୋଦ୍ଧାଙ୍କୁ କରୋନା : ଛତ୍ରପୁର ଏସ୍‌ଡିପିଓ ଓ ଆଇଆଇସିଙ୍କୁ କରୋନା

ପୁଣି ଦୁଇ କରୋନା ଯୋଦ୍ଧାଙ୍କୁ କରୋନା : ଛତ୍ରପୁର ଏସ୍‌ଡିପିଓ ଓ ଆଇଆଇସିଙ୍କୁ କରୋନା

ଭୁବନେଶ୍ୱର : ପୁଣି ୨ଜଣ କରୋନା ଯୋଦ୍ଧାଙ୍କୁ କରୋନା । ଛତ୍ରପୁର ଏସ୍‌ଡିପିଓ ଓ ଆଇଆଇସି କରୋନାରେ ଆକ୍ରାନ୍ତଙ୍କ ହୋଇଛନ୍ତି । ଏ ନେଇ ସୂଚନା ଦେଲେ ଗଞ୍ଜାମ ଏସ୍‌ପି । ଟ୍ୱିଟ୍ ଜରିଆରେ ଶ୍ରୀଘ୍ର ଆରୋଗ୍ୟ କାମନା କଲେ ଗଞ୍ଜାମ ଏସ୍‌ପି ।
ସୂଚନାଯୋଗ୍ୟ, ଆଜି ସକାଳେ ସର୍ବାଧିକ ୨୨୫ଜଣ କରୋନା ଆକ୍ରାନ୍ତ ୧୬ଟି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୨ଜଣ କରୋନା ଯୋଦ୍ଧା ମଧ୍ୟ ଥିଲେ । କଳାହାଣ୍ଡି ଜିଲ୍ଲା ନର୍ଲା ସିଏଚ୍‌ସି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୁଣି ଏବେ ଗଞ୍ଜାମ ଛତ୍ରପୁର ଅଂଚଳର ୨ଜଣ କରୋନା ଯୋଦ୍ଧା ଏସ୍‌ଡିପିଓ ଓ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
https://onakhabar.com/2020/06/13/2-ledy-doctor-found-corona-positive/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking