30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏସବିଆଇ ଗ୍ରାହକଙ୍କୁ ଝଟକା

ଏସବିଆଇ ଗ୍ରାହକଙ୍କୁ ଝଟକା

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ହୋମ ଲୋନରେ ସୁଧ ଦରରେ ପରିବର୍ତ୍ତନ କରିଛି । ନୂଆ ଦର ଅନୁସାରେ ୧ ଏପ୍ରିଲ ୨୦୨୧ରୁ ଲାଗୁ ହୋଇଛି । ବ୍ୟାଙ୍କ ଦ୍ୱାରା ହୋମ ଲୋନ ଦରରେ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ସହିତ ଘର ନିର୍ମାଣ ପାଇଁ ମନ ବଳାଇଥିବା ଲୋକଙ୍କୁ ଝଟକା ଲାଗିଛି । ଏସବିଆଇ ସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ୧ ଏପ୍ରିଲରୁ ହୋମ ପାଇଁ ବ୍ୟାଙ୍କର ସୁଧଦର ଆରମ୍ଭ ୬.୯୫ ପ୍ରତିଶତରୁ ହେବ ।
ବ୍ୟାଙ୍କ ୧ ଏପ୍ରିଲ ୨୦୨୧ରୁ ହୋମ ଲୋନ ପାଇଁ ଆରମ୍ଭ ସୁଧ ଦରକୁ ୨୫ ବେସିକ ପଏଣ୍ଟ ବଢାଇ ତାକୁ ୬.୯୫ ପ୍ରତିଶତ କରିଛି । ଏହା ପୂର୍ବରୁ ଏସବିଆଇର ନୂନ୍ୟତମ ସୁଧ ଦର ୬.୭୦ ପ୍ରତିଶତ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking