31.1 C
Bhubaneswar
Friday, May 10, 2024
Homeମନୋରଞ୍ଜନଖୁବଶୀଘ୍ର ଆସୁଛି ଭାଇଜାନଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’

ଖୁବଶୀଘ୍ର ଆସୁଛି ଭାଇଜାନଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’

ମୁମ୍ବାଇ : ବଲିଉଡ଼ର ଭାଇଜାନଙ୍କ ପ୍ରତ୍ୟେକ ଫିଲ୍ମକୁ ଫ୍ୟାନ୍ସମାନେ ଅନେଇ ବସେଇଛି । ଏବେ ତାଙ୍କର ଅପକମିଂ ଫିଲ୍ମକୁ ନେଇ ଆସିଛି ଖୁସି ଖବର ।ସୁଟିଂ ସମୟରେ ୨୦୦କୋଟିର କଲେକ୍ସନ କରିଛି ଏହି ଫିଲ୍ମ । ସଲମାନଙ୍କ ଏହି ଫିଲ୍ମର ଡିଲ୍ ଏବେ ପର୍ଯ୍ୟନ୍ତ କେବଳ ଫିଲ୍ମର ହିନ୍ଦୀ ଭର୍ସନକୁ ନେଇ ହୋଇଛି। ଏହାର ସୁଟିଂ ବିଦେଶର କେତେକ ସ୍ଥାନରେ କରାଯାଇଥିବାଳେ ପ୍ରାୟ ଏବେ ସରିବା ଉପରେ। ଏହି ଫିଲ୍ମ ଆଦିତ୍ୟ ଚୋପ୍ରା ପ୍ରଡକ୍ସନର ୟଶ ରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଛି ।

ସୂଚନାନୁଯାୟୀ , ଭାଇଜାନଙ୍କ ଏହି ଅପକମିଂ ଫିଲ୍ମ କ୍ୟାଟରୀନା କୈଫଙ୍କ ସହ ଆସୁଥିବା ‘ଟାଇଗର ୩’ । ବିଶେଷ କଥା ଏହାକି ଯେ ଏହି ଡିଲ୍ କେବଳ ହିନ୍ଦୀ ଭର୍ସନକୁ ନେଇ ହୋଇଛି । ଯେଉଁ କାରଣରୁ ଏହି ଫିଲ୍ମ ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ବି ରିଲିଜ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking