39.1 C
Bhubaneswar
Friday, April 26, 2024
Homeଓଡିଶାଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳିଲା

ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳିଲା

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ରାସ୍ତର ନାମ ବଦଳାଇଲେ ସରକାର । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର‌୍ୟ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ରହିଥିଲା । ରାଜ୍ୟ ସଚିବାଳୟର ନାମ ଲୋକସେବା ଭବନ ହେବା ପରେ ଏହି ରାସ୍ତାର ନାମକୁ ‘ଲୋକସେବା ମାର୍ଗ’ ଭାବେ ନାମିତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking