28.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଶ୍ରୀଲଙ୍କା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ଶ୍ରୀଲଙ୍କା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି । ଗସ୍ତର ପ୍ରଥମ ଦିନରେ ସେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ସଂପର୍କ ଓ ସହଯୋଗ ବିଷୟରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ମହାମାରୀ କରୋନା ଭାଇରସ ଭଳି ସ୍ଥିତିରେ ମଧ୍ୟ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନାରେ କୌଣସି ପ୍ରକାର ଅସୁବିଧା ହୋଇନାହିଁ ବୋଲି ସେ କହିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ୫ରୁ ୭ ଜାନୁଆରୀ ପର୍ଯ୍ୟନ୍ତ ତ୍ରିଦିବସୀୟ ଯାତ୍ରାରେ ଅଛନ୍ତି । ଶ୍ରୀଲଙ୍କାରେ ତାଙ୍କ ସମକକ୍ଷ ଦିନେଶ ଗନଓାଇନଙ୍କ ଆମନ୍ତ୍ରଣ ପରେ ଏହା ହେଉଛି ତାଙ୍କର ଚଳିତ ବର୍ଷର ପ୍ରଥମ ବିଦେଶ ଯାତ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking