32.1 C
Bhubaneswar
Friday, April 26, 2024
Homeଓଡିଶାପୁଣି ଖୋଲିବ ଖାଓ ଗଲି

ପୁଣି ଖୋଲିବ ଖାଓ ଗଲି

ଭୁବନେଶ୍ୱର : ଭୁବନେଶ୍ୱର ରାମ ମନ୍ଦିର ନିକଟ ଖାଓ ଗଲି ପୁଣି ଖୋଲିବ । ୨୨ ଟି ସର୍ତ୍ତରେ ଦୋକାନ ଖୋଲିବାକୁ ଅନୁମତି ଦେଲା ବିଏମସି । ପ୍ରତି ଦୋକାନୀ ସିକ୍ୟୁରିଟି ଜମା ୨୫ ହଜାର ଓ ମାସିକ ଭଡା ୬ ହଜାର ଦେବେ । ସଂଧ୍ୟା ସାଢେ ୫ ଟାରୁ ରାତି ୧୦ ଯାଏଁ ଖୋଲିବ ‘ଖାଓ ଗଲ’ି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking