27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକମିବ ତୈଳ ଦର

କମିବ ତୈଳ ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୀପାବଳି ଉପହାର ଦେଇଛନ୍ତି । ଉପହାର ସ୍ୱରୂପ ଗ୍ରାହକଙ୍କ ବଡ ଆଶ୍ୱସ୍ତିର ଖବର ରହିଛି । ସତାହା ହେଲା କମିବ ପେଟ୍ରୋଲ ଦର । ପେଟ୍ରୋଲ ଓ ଡିଜେଲ ଦର ଉପରୁ କମିବ ଏକ୍ସସାଇଜ ଟିକସ । ପେଟ୍ରୋଲ ଦର ୫ଟଙ୍କା ଓ ଡିଜେଲ ୧୦ ଟଙ୍କା କମିବ । ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ନିହାତି ଭାବରେ ଗ୍ରାହକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରଦାନ କରିବ । କାରଣ ଦିନକୁ ଦିନ ବଢୁଥିବା ତୈଳ ଦର ଗ୍ରାହକଙ୍କୁ ବେଶ ବାଧୁଥିଲା । ଏହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟପଟେ ଅନେକ ରାଜନୈତିକ ଦଳ ମଧ୍ୟ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking