30.1 C
Bhubaneswar
Friday, April 26, 2024
Homeଓଡିଶାପୁରୀହେଲାନି ରତ୍ନ ଭଣ୍ଡାର ଆଲୋଚନା

ହେଲାନି ରତ୍ନ ଭଣ୍ଡାର ଆଲୋଚନା

ପୁରୀ : ପରିଚାଳନା କମିଟି ବୈଠକରେ ହେଲାନି ରତ୍ନ ଭଣ୍ଡାର ଆଲୋଚନା । ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା । ରତ୍ନଭଣ୍ଡାର ପ୍ରସଙ୍ଗ ଏଜେଣ୍ଡା ରେ ନ ଥିବା କହିଲେ ମୁଖ୍ୟ ପ୍ରଶାସକ । ଆଜିର ଏଜେଣ୍ଡାରେ ରତ୍ନଭଣ୍ଡାର କଥା ନ ଥିଲା କହିଲେ ଭିଭି ଯାଦବ । ଯେବେ ଆଲୋଚନା ହେବ , ଜଣାଇ ଦିଆଯିବ କହିଲେ ଯାଦବ ।
ସେପଟେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବ । ଶ୍ରୀ ମନ୍ଦିର ପରିଚାଳନା କିମଟିରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି । ନିଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ସୂଚନା । ଡିଜିଟାଇଜେସନ ନେଇ ଓରସାକର ସାହାଯ୍ୟ ନିଆଯିବ । ସମସ୍ତ ଜମିର ଡିଜିଟାଇଜେସନ କରାଯିବା ନେଇ କହିଲେ ଭିଭି ଯାଦବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking