ବେଙ୍ଗାଲୁରୁ: ଓଡିଆ ରାପ୍ ସିଙ୍ଗର ଅଭିନବ ସିଂଙ୍କ ଆତ୍ମହତ୍ୟା । ବେଙ୍ଗାଲୁରୁରେ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଲେ ଅଭିନବଙ୍କ ପରିବାର ଲୋକ ।