ଭୁବନେଶ୍ୱର : ଆଜିଠୁ ପରୀକ୍ଷା ହବକୁ ଗଲା +୨ ପ୍ରଶ୍ନପତ୍ର । ଚଳିତ ବର୍ଷ ମୋଟ ୨୦୫ ପରୀକ୍ଷା ହବ ହୋଇଛି । ଆସନ୍ତା ୧୮ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କଡା ସୁରକ୍ଷାରେ ୧୦ଟି ରୁଟ ଦେଇ ୨୦୫ଟି ପରୀକ୍ଷା ହଲକୁ ଗଲା ପ୍ରଶ୍ନପତ୍ର । ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ।