27.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ: ଉନ୍ନତି ପାଇଁ ଚିନ୍ତା କରିବେ । କର୍ମକ୍ଷେତ୍ରରେ ଦକ୍ଷତା ଲାଭ କରିବେ । ଆର୍ôଥକ ଲାଭ କରିପାରନ୍ତି । ଦୂରଯାତ୍ରା ଭୋଗ ଅଛି । ବନ୍ଧୁ ସହଯୋଗ ମିଳିବ ।
ବୃଷ: ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଆନନ୍ଦ ଉତ୍ସବ ସହ ଦିନ କାଟିବେ । ଅର୍ଥ ଲାଭ ହେବ । ଦେହ ଓ ମନ ଭଲ ରହିବ । ଯଶ ବୃଦ୍ଧି ହେବ ଏବଂ ସାହାଯ୍ୟ ସହଯୋଗ ମିଳିବ ।
ମିଥୁନ: ଆଜି ବ୍ୟବସାୟରେ ପଛେଇବେ । ନିଷ୍ଠାର ସହ କାର୍ଯ୍ୟ କରିବେ । ବ୍ୟବସାୟ ଲାଭଜନକ ହେବ । ମିତ୍ରମାନେ ସାହାଯ୍ୟ ପରିବର୍ତେ କରଛଡ଼ା ଦେବେ ।
କର୍କଟ: ଯୋଜନାରେ ମନ ବଳିବ । ସୁଯୋଗ ହସ୍ତଗତ ହେବ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇବେ । ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ମିଳିବ ।
ସିଂହ: ପରିବେଶରେ ଉନ୍ନତି ଘଟିବ । ପରିହାସରୁ ଦ୍ୱନ୍ଦ୍ୱ ଉପୁଯିବ । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିପାରେ । ଭାଇମାନଙ୍କ ଉପରେ ସେହ୍ନଭାବ ରହିବ । ଶରୀର ସୁସ୍ଥ ରହିବ
କନ୍ୟା: ହଠାତ ଆଜି ଅଜାଚିତ ସାହାଯ୍ୟ ମିଳିବାରେ ଅଭାବ ଦୂରେଇଯିବ । ପରିସ୍ଥିତି ସହ୍ୟ ହେବ । ଅନେକ ଦିଗରୁ ଅର୍ଥଲାଭ ହୋଇପାରେ । ମାନସିକ ଶାନ୍ତି ମିଳିବ । ଆର୍ôଥକ କାର୍ଯ୍ୟରେ ମନଦେବେ ।
ତୁଳା : ଆଜି ଆର୍ଥିକ ଲାଭ ଘଟିପାରେ । ମନବଳ ଦୃଢ଼ ରହିବ । ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ । ଅର୍ଥଲାଭ ହେବ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ ।
ବିଛା: ଆଜି ଦିନଟି କର୍ମକ୍ଷେତ୍ରରେ ସାମୟିକ ଭାବେ ସମସ୍ୟା ବହୁଳ ହୋଇପାରେ । ଥଣ୍ଡାଜନିତ ପୀଡ଼ା ଅନୁଭବ କରିପାରନ୍ତି । ଚଂଚଳ ସ୍ୱଭାବର ହେବେ । ଖର୍ଚ୍ଚାନ୍ତ ହେବେ ।
ଧନୁ : ଆଜି ଭାଇମାନଙ୍କ ସହ ମନମାଳିନ୍ୟ ହେବ । କାର୍ଯ୍ୟ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।
ମକର: ଆମୋଦପ୍ରମୋଦ ପ୍ରତି ଆକର୍ଷଣ ବଢ଼ିବ । ଶାରୀରିକ ବ୍ୟଥା ଭୋଗିବେ । ଅର୍ଥାଭାବ ଅନୁଭୁତ କରିବେ । ମନରେ କଳ୍ପନା ସଫଳ ହେବ । ଦୂରବନ୍ଧୁ ଆପଣଙ୍କୁ ସାହାଯ୍ୟର ହାତ ବଢ଼ାଇବେ ।
କୁମ୍ଭ: ଆଜି କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟିବ । ଶତୃମାନଙ୍କ ଦ୍ୱାରା କଷ୍ଟ ଭୋଗିବେ । ଆର୍ôଥକ ସ୍ଥିତି ସୁଦୃଢ଼ ହେବ । ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ବୃଦ୍ଧି ହେବ । କୌଣସି ସୁସମ୍ବାଦ ପାଇବେ ।
ମୀନ: କାର୍ଯ୍ୟରେ ବାଧା ସୃଷ୍ଟି ହେବ । ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ । ଦୂରଯାତ୍ରା କରିବେ । ନୂତନ ବସ୍ତ୍ର ଲାଭ କରିବେ । ସନ୍ତାନସନ୍ତତିଙ୍କ ପାଇଁ ଖୁସି ରହିବେ । ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking