33.1 C
Bhubaneswar
Saturday, April 27, 2024
Homeଅପରାଧଖାକିରେ ଲାଗିଲା ଦାଗ

ଖାକିରେ ଲାଗିଲା ଦାଗ

ପାରଦୀପ:ଦିନକୁ ଦିନ ଦୁଷ୍କର୍ମ ଭଳି ଘଟଣା ବଢିବାରେ ଲାଗିଛି । ଝିଅଟି କେବେ ବି ସୁରକ୍ଷିତ ନୁହେଁ । କେବେ ଘର ଲୋକଙ୍କ ଦ୍ୱାରା ଦୁଷ୍କର୍ମ ହେଉଛି ତ କେବେ ବାହାର ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର । ପିଛାଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟା ଜନକ ଘଟଣା। ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ପାରାଦୀପରୁ । ସାଢେ ୪ବର୍ଷର ଝିଅକୁ ସିଆଇଏସଏଫ କନେଷ୍ଟବଳ ଦୁଷ୍କର୍ମ କରିଥିବା ଜଣାପଡିଛି । ହେଡ କନେଷ୍ଟବଳ ଏମ.କାଣ୍ଡାସ୍ୱାମୀଙ୍କୁ ଗିରଫ କଲା ଅଭୟଚାନ୍ଦପୁର ପୋଲିସ । କାଣ୍ଡସ୍ୱାମୀଙ୍କ ଘର ତାମିଲନାଡୁରେ । ସେ ପଡୋଶୀ ଘରର ଝିଅକୁ ଚକୋଲେଟ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସିଆଇଏସଏଫ ବାରାକରେ ରହୁଥିଲେ ।
https://onakhabar.com/2020/01/18/youth-burn-in-ganjam/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking