30.1 C
Bhubaneswar
Friday, April 26, 2024
Homeଅପରାଧଭାଇବୋହୂକୁ ଦେଡ଼଼ଶୁରର ଦୁଷ୍କର୍ମ

ଭାଇବୋହୂକୁ ଦେଡ଼଼ଶୁରର ଦୁଷ୍କର୍ମ

ସୋର : ସୋର ଥାନା ଅଧୀନ ବାଳଙ୍ଗ ଗ୍ରାମର ଜଣେ ଭାଇବୋହୂକୁ ନିଜ ଦେଡ଼ଶୁର ଦୁଷ୍କର୍ମ କରିଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଏହି ଗ୍ରାମର ଜଣେ ବ୍ୟକ୍ତି ପତ୍ନୀଙ୍କ ସହ ପୁନେରେ ଭଡ଼ାଘରେ ରହୁଥିଲେ । ସେଠାରେ ଅଭିଯୁକ୍ତ ଦେଡ଼ଶୁର ମଧ୍ୟ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ଅନ୍ୟତ୍ର ରହୁଥିଲେ । ଗତ ମାସ ୨୮ରେ ପୀଡିତାଙ୍କ ସ୍ୱାମୀ କାମରେ ବାହରକୁ ଯାଇଥିବା ସୁଯୋଗରେ ଦେଡ଼ଶୁର ଦୁଷ୍କର୍ମ କରିଥିବା ନେଇ ସୋର ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ପୁଲିସ୍ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ବଡ଼ଯାଆ ପୀଡ଼ିତାଙ୍କ ସ୍ୱାମୀ ତଥା ନିଜ ଦିଅର ବିରୋଧରେ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।
https://onakhabar.com/2019/12/10/murder-80/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking