32.1 C
Bhubaneswar
Friday, April 26, 2024
Homeଅପରାଧପାପ ଲୁଚାଇବାକୁ ହତ୍ୟା ଉଦ୍ୟମ , ପୀଡିତାଙ୍କ ଦେହରେ ନିଆଁ...

ପାପ ଲୁଚାଇବାକୁ ହତ୍ୟା ଉଦ୍ୟମ , ପୀଡିତାଙ୍କ ଦେହରେ ନିଆଁ…

ମୁଜାଫରପୁର : ଦେଶରେ ନାରୀ ପ୍ରତି ଅତ୍ୟାଚାର ଦିନକୁ ଦିନ ଜଘନ୍ୟ ହେବାରେ ଲାଗିଛି | ପ୍ରଥମେ ହାଇଦ୍ରାବାଦ, ପରେ ଉନ୍ନାଓ ତାପରେ ତ୍ରିପୁରା ବିହାରରେ ଯୁବତୀଙ୍କୁ ଜୀଅନ୍ତା ନିଆଁରେ ପୋଡିଦେବା ଘଟଣା ସାମ୍ନାକୁ ଆସିଛି,ଯାହାକି ଦେଶବାସୀଙ୍କୁ ସ୍ତବ୍ଧ କରି ରଖିଛି । ପୁଣି ଏବେ ଏଭଳି ଏକ ବିଭସ୍ଥ ଘଟଣା ସାମ୍ନାକୁ ଆସିଛି | ବିହାରର ମୁଜାଫରପୁରରେ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଯୁବତୀଙ୍କୁ ଜୀଅନ୍ତା ଜାଳି ଜଣେ ବ୍ୟକ୍ତି ହତ୍ୟା ଉଦ୍ୟମ କରିଛି । ସୂଚନାଯୋଗ୍ୟ ଯେ, ମୁଜାଫରପୁର ଜିଲ୍ଲାରେ ଶନିବାର ଦିନ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଯୁବତୀଙ୍କୁ ଜୀଅନ୍ତା ଜାଳି ହତ୍ୟା ଉଦ୍ୟମ କରାଯାଇଛି । ଯୁବତୀ ଜଣଙ୍କ ନିଆଁରେ ୮୦ ପ୍ରତିଶତ ଜଳିଯାଇଛନ୍ଚତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରି କହିଛି ଯେ, ପୀଡ଼ିତା ମାଙ୍କ ବୟାନ ଆଧାରରେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୋଲିସ ଟିମ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି ହେଲ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ନଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking