26.1 C
Bhubaneswar
Tuesday, May 7, 2024
Homeଓଡିଶାଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ଚିନ୍ତିନ ଶିବିରରୁ ଫେରିବା ପରେ ନିରଂଜନ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା । ରାଜ୍ୟ କଂଗ୍ରେସ ଆହୁରି ଶକ୍ତ ହେବ କହିଲେ ନିରଂଜନ ପଟନାୟକ । ସଂଗଠନ, ରାଜନୀତି, ଅର୍ଥନୀତି , ଆଦି ୬ଟି ବିଷୟରେ ଆଲୋଚନା ହେଲା । ପରିବାର ରୁ ଜଣଙ୍କୁ ଟିକେଟ, ଯୁବକଙ୍କୁ ଗୁରୁତ୍ୱ ନୀତିକୁ ସମସ୍ତେ ମାନିବେ । ପ୍ରିୟଙ୍କା ଗାନ୍ଧିଙ୍କୁ ଓଡିଶା ନିମନ୍ତ୍ରଣ ହୋଇଛି । କେବେ ଆସି ପହଁଚିବେ ଚୂଡାନ୍ତ ହୋଇନି । ରାହୁଲ ଓ ପ୍ରିୟଙ୍କା ଙ୍କ ସହ ରାଜ୍ୟ ବିଷୟରେ ଆଲୋଚନା ହୋଇଛି । ବ୍ରଜରାଜନଗରରେ ଆମେ ଭଲ କରିବୁ କହିଲେ ନିରଂଜନ ପଟ୍ଟନାୟକ । ମୁଁ ନିଜେ ପ୍ରଚାରରେ ଯିବି , କମ୍ ମାର୍ଜିନ ହେଲେ ବି ଆମେ ଜିତିବୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ରେ ନିରଂଜନ ଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପି ଓ ବିଜେଡି ଉଭୟ ରାଜନୀତି କରୁଛନ୍ତି । ସବୁ ନୀତି ନିୟମରେ ହେଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking