32.1 C
Bhubaneswar
Friday, April 26, 2024
Homeଓଡିଶାପୁଣି ଜେଲ ଯିବେ ପ୍ରଶାନ୍ତ ଜଗଦ୍ଦେବ !

ପୁଣି ଜେଲ ଯିବେ ପ୍ରଶାନ୍ତ ଜଗଦ୍ଦେବ !

ଭୁବନେଶ୍ୱର: ପୁଣି ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତ ଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଲୋକଙ୍କ ଉପରେ ଗାଡି ମଡାଇବା ଅଭିଯୋଗରେ ଗିରଫ ହୋଇଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ପାଇଥିଲେ । କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking