32.1 C
Bhubaneswar
Friday, April 26, 2024
Homeଓଡିଶାପଦ୍ମ ସମ୍ମାନ ପାଇଁ ଆବେଦନ ଆହ୍ୱାନ

ପଦ୍ମ ସମ୍ମାନ ପାଇଁ ଆବେଦନ ଆହ୍ୱାନ

ଭୁବନେଶ୍ୱର: ପଦ୍ମ ସମ୍ମାନ ପାଇଁ ଆବେଦନ ତାରିଖ ଘୋଷଣା କରିଛି ଗୃହ ମନ୍ତ୍ରାଳୟ । ସେପ୍ଟେମ୍ବର ୧୫ ସୁଦ୍ଧା ଅନଲାଇନରେ ଆବେଦନ କରାଯାଇପାରିବ । https://padmaawards.gov.in  ଏହି ୱେବସାଇଟରେ ଆବେଦନ କରାଯାଇପାରିବ । ରବିବାର ଦିନ ପଦ୍ମ ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଲୋକଙ୍କ ଠାରୁ ଆବେଦନ ମାଗିଛନ୍ତି  । ସେ କହିଛନ୍ତି କି ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ ଅସାଧାରଣ କାମ କରିଥିବା ଲୋକଙ୍କ ନାମ ଆବେଦନ କରାଯାଉ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, “ଭାରତରେ ବହୁ ପ୍ରତିଭାଶାଳୀ ଲୋକ ରହିଛନ୍ତି,ଯେଉଁମାନେ କି ତୃଣମୂଳ ସ୍ତରରେ ବହୁ ଅସାଧାରଣ କାର୍ଯ୍ୟ କରୁଛନ୍ତି । ଯଦି ଆପଣ ସେଭଳି ଲୋକଙ୍କୁ ଜାଣିଛନ୍ତି ତେବେ ତାଙ୍କ ନାମ ପଦ୍ମ ପୁରସ୍କାର ପାଇଁ ନୋମିନେଟ କରିପାରିବେ” । କହିରଖୁ କି ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଖୋଲା ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking