28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପ୍ଲାଜମା ଦାନ କରିବାରେ ଓଡିଶା ପୋଲିସର ରେକର୍ଡ

ପ୍ଲାଜମା ଦାନ କରିବାରେ ଓଡିଶା ପୋଲିସର ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଜମା ଦାନ କରିବାରେ ଓଡିଶା ପୋଲିସ ରେକର୍ଡ କରିଛି । ମୋଟ ୨୧୬୬ ଜଣ ପ୍ଲାଜମା ଦାତାଙ୍କ ମଧ୍ୟରୁ ୧୦୦୨ ପୋଲିସ ରହିଛନ୍ତି । ମୋଟ ପ୍ଲାଜମା ଦାତାଙ୍କ ସଂଖ୍ୟାର ଏହା ହେଉଛି ୪୬ ପ୍ରତିଶତ । ଏହା ଓଡିଶା ପୋଲିସର ବଦାନ୍ୟତା ବୋଲି କହିଛନ୍ତି ଡିଜିପି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ସଂପୂର୍ଣ୍ଣ ଆଣ୍ଟିବଡି ପ୍ରସ୍ତୁତ ହେବା ପରେ ଜଣେ ପ୍ଲାଜମା ଦାନ ପାଇଁ ଯୋଗ୍ୟ ହୋଇଥାଏ । ପୂର୍ବରୁ ଅନେକ ମନ୍ତ୍ରୀ ମଧ୍ୟ ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking