28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପେଟ୍ରୋଲ ଡିଜେଲ ଦରରେ ହ୍ରାସ

ପେଟ୍ରୋଲ ଡିଜେଲ ଦରରେ ହ୍ରାସ

ଭୁବନେଶ୍ୱର:  ଦେଶ ଓ ରାଜ୍ୟରେ  ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ଭଳି ପେଟ୍ରୋଲ ଡିଜେଲ ଦର ମଧ୍ୟ ବୃଦ୍ଧି ପାଉଥିଲା । କିନ୍ତୁ ଏବେ ଲଗାତାର ଭାବେ  ତିନି ଦିନ ହେବ ତେଲ ଦର ହ୍ରାସ ପାଇବାରେ ଲାଗିଛି । ପେଟ୍ରୋଲ ଲିଟର ପିଛା ୧୩ ଓ ଡିଜେଲ ୧୨ ପଇସା କମିଛି । ଏହି ଦର ଅନୁସାରେ ବର୍ତ୍ତମାନ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୨ଟଙ୍କା ୪୧ ପଇସା ରହିଛି । ସେହିପରି ଡିଜେଲ ଲିଟର ପିଛା ୭୯ ଟଙ୍କା ୩୫ ପଇସା ରହିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧ଟଙ୍କା ୮୬ ପଇସା ଓ ଡ଼ିଜେଲ ୭୨ଟଙ୍କା ୯୩ ପଇସା ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking