28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପୁଣି ବଢ଼ିଲା ପେଟ୍ରୋଲ/ଡିଜେଲ୍‌

ପୁଣି ବଢ଼ିଲା ପେଟ୍ରୋଲ/ଡିଜେଲ୍‌

ଭୁବନେଶ୍ୱର : ଏବେ ଗୋଟିଏ ପଟେ କରୋନା ଦେଶ ସମେତ ସମଗ୍ର ରାଜ୍ୟକୁ କଲବଲ କରୁଥିବା ବେଳେ ଗାଡି ଚାଳକଙ୍କ ପାଇଁ ଏକ ଚିନ୍ତାର ଖବର ରହିଛି । ଖବରଟି ହେଲା ଏବେ ପୁଣି ବଢ଼ିଲା ପେଟ୍ରୋଲ/ଡିଜେଲ୍ । ଲିଟର ପିଛି ୬୦ ପଇସା ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲଗାତାର ପଂଚମ ଦିନ ପାଇଁ ବଢ଼ିଲା ପ୍ରେଟ୍ରୋଲ ଓ ଡିଜେଲ୍ ଦାମ୍ ।  ଗତ କିଛି ଦିନ ଭିତରେ ଏଭଳି ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବଢି ଚାଲିଛି । ବର୍ତମାନ ସମୟରେ ଆର୍ଥିକ ପରସ୍ଥିତି ଭଲ ନଥିବା ବେଳେ ଅନେକ ରୋଜଗାର ହରାଇ ବସିଛନ୍ତି । ଆଉ ଏହାରି ଭିତରେ ପେଟ୍ରୋଲ ଓ ଡିଜେଲ ଦର ବଢିବା ବାସ୍ତବରେ ଗାଡି ଚାଳକଙ୍କ ପାଇଁ ଚିନ୍ତାର ବିଷୟ। କରୋନାର ପ୍ରଭାବ ମଧ୍ୟ କେଉଁଠି ନା କେଉଁଠି ପଡୁଥିବା ଦେଖିବାକୁ ମିଳିଛି ।
https://onakhabar.com/2020/06/11/student-online-exam-from-home/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking