29.1 C
Bhubaneswar
Wednesday, May 8, 2024
Homeଓଡିଶାଦୁର୍ଘଟଣାରେ ଚାଲିଗଲା ବିଏସ୍‌ଏନ୍‌ଏଲ୍ କର୍ମଚାରୀଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ବିଏସ୍‌ଏନ୍‌ଏଲ୍ କର୍ମଚାରୀଙ୍କ ଜୀବନ

ଜଳେଶ୍ବର : ୬୦ନଂ ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବିଏସ୍‌ଏନ୍‌ଏଲ୍ କର୍ମଚାରୀ ମୃତ । ମୃତକ ଜଣକ ହେଉଛନ୍ତି ବସ୍ତା ଥାନା ଅନ୍ତର୍ଗତ ଗୁଣ୍ଡରିମରା ଗ୍ରାମର ଯଶୋବନ୍ତ ମହାନ୍ତି।
ସୂଚନା ଅନୁଯାୟୀ, ଯଶୋବନ୍ତ ବିଏସ୍‌ଏନ୍‌ଏଲ୍ ଅଫିସରୁ ରାତି ଡ୍ୟୁଟି ସାରି ଘରକୁ ପେରୁଥିବା ସମୟରେ ତାଙ୍କ ଗାଁ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ଯଶୋବନ୍ତଙ୍କ ମୃତ୍ୟୁ ଘଟିଛି। ଖବର ପାଇଁ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି।
https://onakhabar.com/2020/06/11/murder-case-72/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking