24.1 C
Bhubaneswar
Thursday, May 9, 2024
Homeଓଡିଶାପାରମିତା ପାଇବେ ଶାରଳା ପୁରସ୍କାର

ପାରମିତା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ଘୋଷଣା ହୋଇଛି । କଥାକାର ପାରମିତା ଶତପଥୀ ଶାରଳା ପୁରସ୍କାର ପାଇବେ । ଉପନ୍ୟାସ ଅଭିପ୍ରେତ କାଳ ପାଇଁ ସେ ଶାରଳା ପୁରସ୍କାର ପାଇବେ । ପଶ୍ଚିମା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଉପନ୍ୟାସ ହେଉଛି ଅଭିପ୍ରେତ କାଳ । ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । କୋଭିଡ ପାଇଁ ଚଳିତ ବର୍ଷ ଆୟୋଜନ ହେବନି ପୁରସ୍କାର ସମାରୋହ । ସମାରୋହ ଆୟୋଜନ ନହୋଇ ବ୍ୟକ୍ତିଗତ ଭାବେ ପ୍ରଦାନ କରାଯିବ । ଇମ୍ଫା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ୧୯୮୦ରୁ ପ୍ରଦାନ କରାଯାଉଛି ଶାରଳା ପୁରସ୍କାର । ବଂଶୀଧର-ଇଲା ପଣ୍ଡା ସଙ୍ଗୀତ ଓ କଳା ସମ୍ମାନ ଖୁବ ଶୀଘ୍ର ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking