29.1 C
Bhubaneswar
Sunday, May 5, 2024
Homeଓଡିଶାଓଡ଼ିଶାରେ ପାରା ଅଲିମ୍ପିଆନ ପ୍ରମୋଦ ଭଗତ

ଓଡ଼ିଶାରେ ପାରା ଅଲିମ୍ପିଆନ ପ୍ରମୋଦ ଭଗତ

ଭୁବନେଶ୍ୱର : ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଓଡ଼ିଶା ଫେରିଛନ୍ତି ସୁନା ପୁଅ ପ୍ରମୋଦ ଭଗତ । ପାରା ଅଲିମ୍ପିଆନ ପ୍ରମୋଦ ଭଗତ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନନ୍ଦରରେ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ କ୍ରୀଡ଼ାବିତ ଓ ଜନସାଧାରଣ ତାଙ୍କୁ ସ୍ୱାଗତ କରିଛନ୍ତି । ପରେ ତାଙ୍କୁ ଏକ ଖୋଲାଗାଡ଼ିରେ ଏକ ଶୋଭାଯାତ୍ରା ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମକୁ ନିଆଯିବ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁଯାୟୀ ତାଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ,ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡିଶା ଫେରି ମୁଁ ଆଜି ବହୁତ ଖୁସି ଅଛି । ସମସ୍ତେ ସପୋର୍ଟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking