28.1 C
Bhubaneswar
Saturday, April 27, 2024
Homeଅପରାଧକୁଖ୍ୟାତ ବଜ୍ରକାପ୍ତା ମାଫିଆ ଗିରଫ

କୁଖ୍ୟାତ ବଜ୍ରକାପ୍ତା ମାଫିଆ ଗିରଫ

ଭୁବନେଶ୍ୱର:ବଜ୍ରକାପ୍ତା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ବଜ୍ରକାପ୍ତା ଚାଲାଣକାରୀ ଅନେକ ସମୟରେ ଗିରଫ ହେଉଥିବା ଜଣାପଡିଛି । ତେବେ ଏହି ବଜ୍ରକାପ୍ତାକୁ ଧରି ଚୋରା ଚାଲଣ କରୁଥିବା ଏକ ଶ୍ୱଶୁର-ଜ୍ୱାଇଁ ଗ୍ୟାଙ୍ଗର କୁଖ୍ୟାତ ମାଫିଆ ମାଧବ ପାତ୍ରକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ମାଧବ ପାତ୍ରର ଘର ନରସିଂହପୁରରେ ବୋଲି ଜଣାପଡିଛି । ପୂର୍ବରୁ ଶ୍ୱଶୁର-ଜ୍ୱାଇଁ ଗ୍ୟାଙ୍ଗର ୧୦ରୁ ଉଦ୍ଧ୍ୱର୍ ଗିରଫ ହୋଇଥିବା ଜଣାପଡିଛି । ବନ ବିଭାଗ ଦ୍ୱାରା ମାଧବକୁ ଗୋଡିସାହିରୁ ଗିରଫ କରାଯାଇଛି । ତେବେ ମାଧବ ନାଁରେ ବଜ୍ରକାପ୍ତା ଚାଲଣ ସମୟର ଭିଡିଓ ଥିଲା । ସେହି ଭିଡିଓକୁ ଆଧାର କରି ବନ ବିଭାଗ ମାଧବକୁ ଗିରଫ କରିଛି । ମାଧବ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ପୁରୁଣା ୨୦ପଇସା, କଣା ପଇସା କୋଡ ୱାର୍ଡରେ ରାକେଟ ଚାଲିଥିଲା ବୋଲି ସୂଚନା ମିଳିଛି ।
https://onakhabar.com/2019/12/20/fear-of-encounter/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking