33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମାହାଙ୍ଗା ହତ୍ୟା ମାମଲାରେ ଆଉ ଜଣେ ଗିରଫ

ମାହାଙ୍ଗା ହତ୍ୟା ମାମଲାରେ ଆଉ ଜଣେ ଗିରଫ

କଟକ : କଟକ ମାହାଙ୍ଗା ସ୍ଥିତ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ କଟକ ନୂଆପାଟଣାରୁ ଗିରଫ କରିଛି କଟକ ଗ୍ରମାଞ୍ଚଳ ପୋଲିସ । ଏହାସହ ମେଟ ଅଭିଯୁକକ୍ତଙ୍କ ସଂଖ୍ୟା ୬ କୁ ପହଞ୍ଚିଛି । ଗତକାଲି ପୋଲିସ ଜଣଙ୍କୁ ଗିରଫ କରିଥିଲା ଓ ଅଭିଯୁକ୍ତ ମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏଟ କରିଥିଲା । ଉଲେଖଯୋଗ୍ୟଯେ ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ‌ତାଙ୍କ ସହଯୋଗୀକୁ ହତ୍ୟା ଘଟଣା ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏଥିରେ ଆଜି ମୃତକ କୁଳମଣି ବରାଳଙ୍କ ଗ୍ରାମ ନୃତାଙ୍ଗ ଯିବେ ବିଜେପି ପ୍ରଭାରି ପୁରେନ୍ଦେଶ୍ୱରୀ । ମୃତକଙ୍କ ଗ୍ରାମକୁ ଯାଇ କୁଳମଣି ବରାଳଙ୍କ ପରିବାର ସହ ଆଲେଚନା କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking