39.5 C
Bhubaneswar
Friday, May 16, 2025
Homeଅପରାଧବଦଶା ଗାଁରେ ହିଂସାକାଣ୍ଡ : ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ

ବଦଶା ଗାଁରେ ହିଂସାକାଣ୍ଡ : ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ

ନୟାଗଡ଼ : ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସା କାଣ୍ଡ । ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ । ମୃତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ତାରେଣିଆ । ଆହତ ବ୍ୟକ୍ତିଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ । ମତଦାନ ପୂର୍ବରୁ ହିଂସାକାଣ୍ଡ ଦେଖାଦେଇଛି । ଘଟଣାସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking