ସୁନ୍ଦରଗଡ: ସୁନ୍ଦରଗଡ ଖଣି ଦୁର୍ନୀତି ନେଇ ଖଣି ମନ୍ତ୍ରୀ ବିଭୂତି ଜେନା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆମ ହାତରୁ କେହି ଫିଟି ଯାଇପାରିବେନି । ସବୁ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି । ସରକାର କାହାକୁ ଛାଡିବେନି । ଅଧିକାରୀ, ନେତା. ମାଫିଆ ଯିଏ ହେଲେ ବି ବନ୍ଧା ହେବେ ।