ଭୁବନେଶ୍ୱର: ବେଆଇନ ଖଣି କାରବାର ରୋକିବା ପାଇଁ ଖଣି ବିଭାଗ ଓ ଓଏମସିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ଏବେ ବି ଚାଲିଛି ବେ ଆଇନ ଖଣିଜ କାରବାର । ଉଚ୍ଚମାନର ଖଣିକୁ ନିମ୍ନମାନର କରି ବିକ୍ରି ହେଉଛି । ପୂର୍ୱ ସରକାର ରେ ବେଆଇନ ଖଣି କାରବାର ଚାଲୁଥିଲା ।