30.1 C
Bhubaneswar
Monday, June 16, 2025
Homeଓଡିଶାବଜ୍ରପାତ: ଆଈ,ନାତୁଣୀ ସହ ୩ ମୃତ

ବଜ୍ରପାତ: ଆଈ,ନାତୁଣୀ ସହ ୩ ମୃତ

କୋରାପୁଟ: ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଆଈ , ନାତୁଣୀ ସହ ୩  ଜଣଙ୍କ ଜୀବନ ଯାଇଛି ।  ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା   ଲକ୍ଷ୍‌ମୀପୁର  ଓଡିଆ ପେଣ୍ଠ ପଞ୍ଚାୟତ ପରଡିଗୁଡା ଗାଁରେ ଘଟିଛି ।   ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି । ସୂଚନା ଥାଉ କି ରାଜ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ୱାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking