23.1 C
Bhubaneswar
Monday, February 16, 2026
Homeଓଡିଶାଏସସିବି ନେଇ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ

ଏସସିବି ନେଇ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ

କଟକ: ଏସସିବି ମେଡିକାଲରେ ଖୁବଶୀଘ୍ର କାଯ୍ୟକ୍ଷମ ହେବ ଏମଆରଆଇ ମେସିନ । ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା ଓଏସଏମସି । ଚଳିତ ମାସ ଶେଷ ସୁଦ୍ଧା ଏମଆରଆଇ ମେସିନ କାଯ୍ୟକ୍ଷମ ହେବ ଦର୍ଶାଇଲେ । ସିଟି ସ୍କାନ , ଇସିଟି, ଇକୋ ମେସିନ ବି କାଯ୍ୟକ୍ଷମ ହେବ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୧୯ ନେଇ ଦିନ ଧାଯ୍ୟ  ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking