29.1 C
Bhubaneswar
Monday, June 16, 2025
Homeଓଡିଶାମହିଳାଙ୍କୁ ପିଟିପିଟି ମାରିଦେଲେ !

ମହିଳାଙ୍କୁ ପିଟିପିଟି ମାରିଦେଲେ !

ଭୁବନେଶ୍ୱର: ମହିଳାଙ୍କୁ ପିଟିପିଟି  ମାରିଦେଲେ । ଏଭଳି ଅଭାବନୀୟ ହତ୍ୟାକାଣ୍ଡ ରାମନାଗୁଡା ଥାନା କରଡା ଗାଁରେ ଘଟିଛି । ସ୍ଥାନୀୟ ଲୋକଙ୍କ ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି ।  ହତ୍ୟା ଅଭିଯୋଗରେ  ଗୋଟିଏ ପରିବାରର ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।   ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking