28.1 C
Bhubaneswar
Saturday, April 27, 2024
Homeଓଡିଶାବଜ୍ରାଘାତରେ ଜଣେ ମୃତ, ୭ ଆହତ

ବଜ୍ରାଘାତରେ ଜଣେ ମୃତ, ୭ ଆହତ

ଲମତାପୁଟ : ବଜ୍ରାଘାତ ରେ ପରିବାରର ଜଣେ ମୃତ , ୭ ଆହତ । ସିଲପଡା ଗାଁରେ ସମସ୍ତେ ଘରେ ଥିବା ବେଳେ ବଜ୍ରାଘାତ । ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା । ଆହତଙ୍କ ମଧ୍ୟରେ ଜଣେ ଦେଢ ବର୍ଷର ଶିଶୁ ଥିବା ସୂଚନା । ଗୁରୁତର ୩ ଜଣ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking