28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜଣେ ମହିଳା ଦିନରେ ୬୨ ଥର ହସନ୍ତି

ଜଣେ ମହିଳା ଦିନରେ ୬୨ ଥର ହସନ୍ତି

ନୂଆଦିଲ୍ଲୀ: ମେ ୩୧ କୁ ନ୍ୟାସନାଲ ସ୍ମାଇଲ ଡେ ସମସ୍ତଙ୍କୁ ହସିବାର ପ୍ରେରଣା ଦିଏ ।
ରେକର୍ଡ ବୁକରେ ପ୍ରଥମ ସ୍ମାଇଲ ୧୨୬ ବିସିରେ ସ୍ଥାନ ପାଇଥିଲା । ହସ ସେତେବେଳେ ଆସେ ଯେତେବେଳେ କିଛି ମଜାକର ଘଟଣା ଆମ ସହ ହୁଏ କିମ୍ବା ଆମେ ଦେଖୁ । ବେଳେବେଳେ କିଛି ଜଣ ଦାନ୍ତ ଦେଖାଇ ଠୋ ଠୋ ବି ହସନ୍ତି । ହସ ହେଉଛି ବାସ୍ତବରେ ବହୁତ ଶକ୍ତ । ଦୁଇଜଣଙ୍କ ମଧ୍ୟରେ ଏହା ଖାଲି ଯୋଗଦାନ ସୃଷ୍ଟି କରେନି । ବରଂ ଜଣେ ବ୍ୟକ୍ତି ଯେତେ ହସନ୍ତି ସେମାନଙ୍କ ମସ୍ତିଷ୍କ ସେତେ ସୁସ୍ଥ ରହେ । କାରଣ ହସର ଏକ ସିଧା ସଂଯୋଗ ଆମ ମସ୍ତିଷ୍କ ସହ ରହିଛି । ଯାହା ଚାପ ଦୂର କରିବାରେ ସାହାଯ୍ୟ କରେ । ହସ ବହୁତ ଅଛି । ମାତ୍ର ଗୋଟିଏ ହସ ଜଣଙ୍କର ଦିନ ଉଜ୍ଜଳ କରିପାରେ । ନିଜ ଦିନର ବିକାଶ ବି ହସ କରିପାରେ । ଏକ ସୁସ୍ଥ ହସ ଆତ୍ମବିଶ୍ୱାସ ର ବିକାଶ କରିପାରିବ ଏବଂ ବିଶ୍ୱ ଉପରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି କରିପାରିବ ।
ହାର୍ଭେରି ବଲ୍ ୧୯୬୩ ଅନୁଯାୟୀ, ବିଶ୍ୱ ହସ ଦିବସ ସ୍ଣାଇଲି ଫେସ ପାଇଁ ସମର୍ପିତ । ପ୍ରଥମ ସ୍ମାଇଲି ଫେସ ୧୯୮୨ ମସିହା ସେପ୍ଟେମ୍ବର ୧୯ ତାରିଖରେ ୧୧.୪୪ ରେ ମେଲ କରାଯାଇଥିଲା ।
କୃତ୍ରିମ ଭାବରେ ସୃଷ୍ଟି ହେଉଥିବା ହସ ଖୁସି ଦର୍ଶାଏ । ତେଣୁ ଫଟୋଗ୍ରାଫ ପାଇଁ ଚିଜ୍ କରିବା ବାସ୍ତବରେ କାମ କରେ ।
ହସ ସହିତ ସାଙ୍ଗ ହେବା ଏବଂ ଫ୍ରନ ସହ ରିଙ୍କଲସ । (ଜର୍ଜ ଏଲିଅଟ)
ଫ୍ରନ ପାଇଁ ଏହା ୩୭ ମସଲସ ନିଏ ଏବଂ ହସ ପାଇଁ ନିଏ ୨୨ ମସଲସ । ସେଥିପାଇଁ ହସ । ଏହା ଶକ୍ତି ସଂରକ୍ଷଣ ଅଟେ ।
ଫ୍ଲୁ ଅପେକ୍ଷା ହସ ବେଶି ସଂକ୍ରାମକ
ହସ ରକ୍ତଚାପ ହ୍ରାସ କରେ
ଅଧିକାଂଶ ମହିଳା ଗୋଟିଏ ଦିନରେ ୬୨ ଥର ହସିଥାନ୍ତି
ଅଧିକାଂଶ ପୁରୁଷ ଗୋଟିଏ ଦିନରେ ୮ ଥର ହସନ୍ତି
ପ୍ରତିବର୍ଷ ଆମେ ୧୪ ମିଲିଅନ ଗ୍ୟାଲନ ଟୁଥପେଷ୍ଟ କିଣୁ
ଫୋନରେ କଥା ହେବା ସମୟରେ ହସିବା ବନ୍ଧୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ସୃଷ୍ଟି କରେ
୧୯ ପ୍ରକାରର ହସ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking