29.1 C
Bhubaneswar
Monday, May 6, 2024
Homeଓଡିଶାଓଜେଇଇ ଆବେଦନ ଅବଧି ବୃଦ୍ଧି

ଓଜେଇଇ ଆବେଦନ ଅବଧି ବୃଦ୍ଧି

 

ଭୁବନେଶ୍ୱର: କରୋନା ପାଇଁ ଓଜେଇଇ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଓଜେଇଇ ଆବେଦନ ତାରିଖକୁ ଆସନ୍ତା ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଏହି ବର୍ଦ୍ଧିତ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ www.ojee.nic.in ୱେବସାଇଟରେ ଆବେଦନ କରିପାରିବେ । ଜୁନ ମାସ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ସିବିଟି ମୋଡ଼ରେ ପରୀକ୍ଷା ଆୟୋଜନ କରାଯିବ । ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking