28.1 C
Bhubaneswar
Saturday, May 11, 2024
Homeଓଡିଶାଜୁଲାଇ ୧ରେ ହେବାକୁ ଥିବା ବସ ଧର୍ମଘଟ ସ୍ଥଗିତ

ଜୁଲାଇ ୧ରେ ହେବାକୁ ଥିବା ବସ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର : ଜୁଲାଇ ୧ରେ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ । ଏନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୩୧ ପର‌୍ୟ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ଜୁଲାଇ ୩୧ ସୁଦ୍ଧା ଦାବି ପୂରଣ ନହେଲେ ଅଗଷ୍ଟ ୧ରୁ ଧର୍ମଘଟ ।ସୂଚନାଯୋଗ୍ୟ, ଜୁଲାଇ ପହିଲାରୁ ହେବାକୁ ଥିଲା ବସ୍ ଧର୍ମଘଟ । କିନ୍ତୁ ତାହା ଏବେ ସ୍ଥଗିତ ରହିଛି । ଏନେଇ ଆଜି ନିଷ୍ପତ୍ତି ନିଆଯାଇଛି । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ବସ୍ତି ସଂଖ୍ୟାରେ ଓଡ଼ିଶାର ସ୍ଥାନ ଦେଶରେ ପଞ୍ଚମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking