28.1 C
Bhubaneswar
Saturday, May 11, 2024
Homeଓଡିଶାନୀଳାଚଳ ଇସ୍ପାତ କାରଖାନା ର ଅକ୍କିଜେନ ପ୍ଲାଣ୍ଟ କୁ ଚାଲୁ କରବାର ସରକାର ଙ୍କ ନିଷ୍ପତି 

ନୀଳାଚଳ ଇସ୍ପାତ କାରଖାନା ର ଅକ୍କିଜେନ ପ୍ଲାଣ୍ଟ କୁ ଚାଲୁ କରବାର ସରକାର ଙ୍କ ନିଷ୍ପତି 

 

ଯାଜପୁର: କୋଭିଡ ସଂକ୍ରମଣର ଚିକିତ୍ସା ପାଇଁ ଅକ୍ସିଜେନର ବହୁଳ ଆବଶ୍ୟକତାକୁ ବିଚାର କରାଯାଇ ନୀଳାଚଳ ଇସ୍ପାତ     ଅକ୍ସିଜେନ ପ୍ଲାଣ୍ଟ କୁ ଚାଲୁକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ ୨୦୧୩ ମସିହାରେ ଚାଲୁ ହୋଇଥିଲା ।ଏହା ଦୈନିକ ୪୧୮ ଟନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ଅଟେ ।ଏହି ଅକ୍ସିଜେନ ପ୍ଲାଣ୍ଟ ଚାଲିଲେ ସରକାର କମ ଖର୍ଚ୍ଚରେ ଯଥେଷ୍ଟ ଅକ୍ସିଜେନ ମେଡିକାଲକୁ ସପ୍ଲାଇ କରାଯାଇପାରିବ ।ନୀଳାଚଳ   ଅକ୍ସିଜେନ ପ୍ଲାଣ୍ଟ ଚାଲିବା ନିଷ୍ପତ୍ତିକୁ ସମସ୍ତ କର୍ମଚାରୀ ଏବଂ ମିଳିତ ମଞ୍ଚ ତରଫରୁ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଛି

: ଯେଉଁ ନିଳାଚଳ ର ଅକ୍ସିଜେନ ପ୍ଲାଣ୍ଟ କୁ କରୋନା ସମୟରେ ଦେଶ ପାଇଁ ଚଲାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ତାହା ସ୍ଵାଗତଯୋଗ୍ୟ କିନ୍ତୁ ଯେଉଁମାନେ ଏହାକୁ ଅପରେଟ କରିବେ ସେମାନେ ୧ ବର୍ଷ ହେଲା ଦରମା ରୁ ବଞ୍ଚିତ ! ସେହି ନିଳାଚଳ କୁ ଯଥାଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା କୁ ଚେଷ୍ଟା କଲେ ଭଲ ହୁଅନ୍ତା ଏଠାରେ ୧୫୦୦ କର୍ମଚାରୀ ଙ୍କ ଅବସ୍ଥା କରୋନା ଠାରୁ ଆହୁରି ଭୟଙ୍କରକେନ୍ଦ୍ର ସରକାର କର୍ମଚାରୀ ମାନଙ୍କ ଅବସ୍ଥା କୁ ହୁଦୟ ଙ୍ଗମ କରି ନୀଳା ଚଳ ଇସ୍ପାତ ନିଗମ କୁ କାର୍ଯ୍ୟକ୍ଷେମ କରିବାକୁ ମିଳିତ ଶ୍ରମିକ ସଙ୍ଗ ପକ୍ଷରୁ ରୁ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking