34.1 C
Bhubaneswar
Saturday, April 27, 2024
Homeଓଡିଶାନନ୍ଦନକାନନରେ ନୂଆ ଅତିଥି; ମା’ ହେଲା ଏସୀୟ ସିଂହୀ ରେୱା

ନନ୍ଦନକାନନରେ ନୂଆ ଅତିଥି; ମା’ ହେଲା ଏସୀୟ ସିଂହୀ ରେୱା

ଭୁବନେଶ୍ୱର : ନନ୍ଦନକାନନରୁ ଆସିଲା ଖୁସି ଖବର । ମା’ ହେଲା ଏସୀୟ ସିଂହୀ ରେୱା । ସିଂହୀ ରେୱା ଗର୍ଭରୁ ୩ ଶାବକ ଜନ୍ମ ନେଇଛନ୍ତି। ଯାହାକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ବାତାବରଣ ଖେଳିଯାଇଛି । ରେୱା ଦ୍ୱିତୀୟ ଥର ପାଇଁ ମା’ ହୋଇଛି । ୪ ବର୍ଷର ଏସୀୟ ସିଂହୀ ରେୱା ୩ଟି ଶାବକଙ୍କୁ ଜନ୍ମ ଦେଇଛି । ଏବେ ପ୍ରାଣୀ ଚିକିତ୍ସକମାନେ ରେୱା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଏବଂ ଦରକାରୀ ଭିଚାମିନ ଯୁକ୍ତ ଖାଦ୍ୟ ସହିତ ପ୍ରତିଶୋଧକ ଟିକା ମଧ୍ୟ ଦିଆଯାଉଛି । ସିସିଟିଭି କ୍ୟାମେରାରେ ସିଂହୀ ରେୱା ଉପରେ ନଜର ରଖାଯାଇଛି ।ଏହି ଛୁଆ ଜନ୍ମହେବାପରେ ନନ୍ଦନକାନନରେ ଏହି ପ୍ରଜାତିର ସିଂହସଂଖ୍ୟା ୧୭କୁ ବୃଦ୍ଧିପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking