34.1 C
Bhubaneswar
Saturday, April 27, 2024
Homeଓଡିଶାକୁକୁଡ଼ା ଫାର୍ମରୁ ମୃତ ଦେହ ଉଦ୍ଧାର

କୁକୁଡ଼ା ଫାର୍ମରୁ ମୃତ ଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁରେ ଘଟିଛି ଅଭାବନୀୟ ଘଟଣା। କୁକୁଡ଼ା ଫାର୍ମରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତି ଜଣକ ହେଲେ ରେଙ୍ଗାଲି ଗାଁର ନରେନ୍ଦ୍ର ବାଗ। ରେଙ୍ଗାଲି ଗାଁରେ କୃଷ୍ଣ ପ୍ରଧାନଙ୍କ କୁକୁଡ଼ା ଫାର୍ମ ଅଛି। ଦୀର୍ଘ ଦିନ ହେଲା ଏହି ଫାର୍ମରେ ନରେନ୍ଦ୍ର କାମ କରୁଥିଲେ। ଗତକାଲି ଫାର୍ମ ଭିତରୁ ନରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ମୁରିବାହାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ନରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା, ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking