30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିବାହ ବନ୍ଧନରେ ନେହା

ବିବାହ ବନ୍ଧନରେ ନେହା

ନୂଆଦିଲ୍ଲୀ : ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ କଣ୍ଠଶିଳ୍ପୀ ନେହା କକର । ଦିଲ୍ଲୀ ଗୁରୁଦ୍ୱାରରେ ସେ ରୋହନପ୍ରୀତ ସିଂ ଙ୍କୁ ବିବାହ କରିଛନ୍ତି । ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଜୀବନରେ ଶେଷରେ ସେହି ମୂହୂର୍ତ୍ତ ଆସିଗଲା, ଯାହାକୁ ସମସ୍ତେ ଅପେକ୍ଷା କରିଥିଲେ । ନେହା କକ୍କର ରୋହନପ୍ରିତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗୁରୁଦ୍ୱାରରେ ସେମାନେ ବିବାହ କରିଛନ୍ତି । ଏହାର ଏକ ଭିଡ଼ିଓ କ୍ଲିପ ସୋସିଆଲ ମିଡିଆରେ ଭାଇରଲ ହେଉଛି । ପିଙ୍କ ଓ ସିଲଭର ରଙ୍ଗ ର ଲେହେଙ୍ଗା ରେ ନେହା ନଜର ଆସିଛନ୍ତି ଅନ୍ୟପରେ ରୋହନପ୍ରୀତ ଏକ ଶୁଟ ରେ ନଜର ଆସିଛନ୍ତି ।

https://www.instagram.com/p/CGuIJ4mBrV-/?utm_source=ig_embed&utm_campaign=embed_video_watch_again

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking