32.1 C
Bhubaneswar
Friday, April 26, 2024
Homeଓଡିଶାମା ଜଗତ ଜନନୀ ବିରଜାଙ୍କ ମହା ମାୟା ଦର୍ଶନ

ମା ଜଗତ ଜନନୀ ବିରଜାଙ୍କ ମହା ମାୟା ଦର୍ଶନ

ଯାଜପୁର: ଆଜି ମା ବିରଜା ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେଉଛି । ମା ଙ୍କୁ ଷୋଡଶ ଉପଚାର ପୂଜା ସାଙ୍ଗକୁ ଚଣ୍ଡୀ ପାଠ ଯଂଜ୍ଞ ମାନ ଅନୁଷ୍ଠିତ ମାନ ହେଉଛି । ମା ମହାମାୟା ରୂପ ରେ ଦର୍ଶନ ଦେଉଛନ୍ତି । ମା ଙ୍କର ଅପୂର୍ବ ରୂପ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଂକୁ କରୋନା କଟକଣା ସୁଯୋଗ ଦେବା ରେ ବାଧକ ସାଜିଲା । ମା ଙ୍କ ମଦିର ଚଳଚଞ୍ଚଳ ପରିବର୍ତ୍ତେ ଭକ୍ତ ଶୂନ୍ୟ ଲାଗୁଚି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking