28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗନୟାଗଡ଼ ବିଜେଡି ପକ୍ଷରୁ ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼ ବିଜେଡି ପକ୍ଷରୁ ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼: ନୟାଗଡ଼ ବିଜେଡି ପକ୍ଷରୁ ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଦଳିୟ କାର୍ଯ୍ୟାଳୟ ଠାରେ ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା କ୍ରୁଷୀମନ୍ତ୍ରୀ ଅରୁଣ ସାହୁ ପ୍ରତିଷ୍ଠା ଦିବସରେ ଯୋଗଦେଇ ସାଧାରଣ ଲୋକଙ୍କ ନିକଟତର ହେବାକୁ ଆହ୍ବାନ ଦେଇଥିଲେ। ଏହିଅବସରରେ କିଛି ନ୍ୟସ୍ଥସ୍ବାର୍ଥ ବ୍ୟକ୍ତି ଦଳକୁ ବଦନାମ କରିବାକୁ ଚେଷ୍ଟାକଲେ ମଧ୍ୟ ତାଙ୍କ ଚକ୍ରାନ୍ତ ସଫଳ ହେବନି ବୋଲି ସେ କହିଥିଲେ । କରୋନା ପାଇଁ ନିରାଡ଼ମ୍ବର ଭାବେ କାର୍ଯ୍ୟକ୍ରମ ପାଳିତ ହୋଇଥିଲା ବେଳେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଯୋଗଦେଥିଲେ।
୨୪ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରକ୍ତ ଦାନ ଶିବିର ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking