28.1 C
Bhubaneswar
Saturday, April 27, 2024
Homeଓଡିଶାସାଂସଦ ବିଶିଙ୍କୁ ଗିରଫ କରାଯାଉ: ବିଜେପି

ସାଂସଦ ବିଶିଙ୍କୁ ଗିରଫ କରାଯାଉ: ବିଜେପି

ଭୁବନେଶ୍ୱର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବି କଲା ବିଜେପି । ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଗିରଫ ଦାବି କଲା ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି । ଦୁର୍ଘଟଣା ସମୟରେ ସାଂସଦ ଗାଡି ଭିତରେ ଥିଲେ ବୋଲି କହିଲେ ।

ଯୁବକଙ୍କୁ ହସ୍ପିଟାଲ ନ ନେଇ ସେଠାରୁ ପଳାଇବା ଅମାନବୀୟ କାମ । ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ସାଂସଦଙ୍କୁ ଗିରଫ କରାଯାଉ ବୋଲି ଦାବି କଲା ବିଜେପି ।

କଣ ପାଇଁ ପାଳନ ହୁଏ ଶୀତଳ ଷଷ୍ଠୀ ଆସନ୍ତୁ ଜାଣିବା….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking