କଣ ପାଇଁ ପାଳନ ହୁଏ ଶୀତଳ ଷଷ୍ଠୀ ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ: ଓଡ଼ିଆ କ୍ୟାଲେଣ୍ଡର୍ ଅନୁସାରେ ଜ୍ୟୈଷ୍ଠ ମାସ ଶୁକ୍ଳ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ହୁଏ ଏବଂ ତା’ପରଦିନ ଅର୍ଥାତ ଷଷ୍ଠୀ ତିଥିରେ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ। ସପ୍ତାହ ବ୍ୟାପୀ ପାଳନ ହେଉଥିବା ଏହି ସ୍ୱତନ୍ତ୍ର ପର୍ବ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହକୁ ଆଲୋକିତ କରିଥାଏ। ଏହି ପର୍ବ ପାଳନ କରୁଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ଭଗବାନ ଶିବ ଗ୍ରୀଷ୍ମର ପ୍ରବଳ ଉତ୍ତାପକୁ ପ୍ରତିପାଦିତ … Continue reading କଣ ପାଇଁ ପାଳନ ହୁଏ ଶୀତଳ ଷଷ୍ଠୀ ଆସନ୍ତୁ ଜାଣିବା….