29.1 C
Bhubaneswar
Saturday, April 27, 2024
Homeଓଡିଶାବିଧାୟକଙ୍କ ସାନିଟାଇଜର ପିଇବା ଉଦ୍ୟମ

ବିଧାୟକଙ୍କ ସାନିଟାଇଜର ପିଇବା ଉଦ୍ୟମ

ଭୁବନେଶ୍ୱର: ମଣ୍ଡି ସମସ୍ୟା ନେଇ ବିଧାନସଭାରେ ସାନିଟାଇଜର ପିଇବା ପାଇଁ ଉଦ୍ୟମ କରିଛନ୍ତି । ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆଜି ଗୃହରେ ମଣ୍ଡି ସମସ୍ୟା ନେଇ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିବା ଜଣାପଡିଛି । ସାନିଟାଇଜର ପିଇବାକୁ ଉଦ୍ୟମ କରୁଥିବା ସମୟରେ ଅନ୍ୟ ସଦସ୍ୟ ତାଙ୍କୁ ଛଡାଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଅନ୍ୟମାନେ ନିବୃତ କରାଇଥିବା ଜଣାପଡିଛି । ଆତ୍ମାହୂତି ଦେବାକୁ ପୂର୍ବରୁ ଚେତାବନୀ ଦେଇଥିଲେ ସୁବାସ ପାଣିଗ୍ରାହୀ । ପୂର୍ବରୁ ଥରେ ଏବଂ ଆଜି ଗୃହ ଭିତରେ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking