38.1 C
Bhubaneswar
Friday, April 26, 2024
Homeଓଡିଶାବିଧାୟକ ନିଦ ଭାଙ୍ଗିଲା କରୋନା ମହାମାରୀରୁ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ମାକ୍ସ ବାଣ୍ଟିଲେ କୋରାଇ ବିଧାୟକ

ବିଧାୟକ ନିଦ ଭାଙ୍ଗିଲା କରୋନା ମହାମାରୀରୁ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ମାକ୍ସ ବାଣ୍ଟିଲେ କୋରାଇ ବିଧାୟକ

ଯାଜପୁର : ଜିଲ୍ଲାରେ କରୋନା ମହାମାରୀରେ ଏକ ବର୍ଷ ରୁ ଉର୍ଦ୍ଧ ଲୋକ ହତ ସନ୍ତ ରେ ଗତି କରୁଛନ୍ତି ବ୍ୟାସନଗର ପୌର ପରିଷଦ ରେ କରୋ ନା ସଂକ୍ରମିତ ସଂଖ୍ୟା ଜିଲ୍ଲା ର ସର୍ବ ଅଗ୍ର ରେ ରହିଛି । ଯାଜପୁର, ସୁକିନ୍ଦା ଜିଲ୍ଲା ର ଅନ୍ୟ ବିଧାୟକ ମାନେ ଲୋକ ମାନକ ନିକଟ ରେ ଟିଆ ହୋଇ ଦୂକ ସୁଖ ବୁଜିବା ସହିତ ମାକ୍ସ୍ ସ।ନେଟରୀ ବଣ୍ଟନ କରିଛନ୍ତି ସଚେତନା ବାର୍ତ୍ତା ଦେଉଛନ୍ତି ଏବ ପୂର୍ବ ତନ ବିଧାୟକ ଆକାଶ ଦାସ ନାୟକ ଲୋକ ମାନକ ନିକଟ ରେ ପହଞ୍ଚି କରୋ ନା ର ସଚେତନ ବାର୍ତ୍ତା ଦେବା ସଙ୍ଗେ ମାକ୍ସ୍କ ସ।ନେଟରୀ ବଣ୍ଟନ କରିଛନ୍ତି l ଆକାଶ ବାବୁ ଙ୍କ ପ୍ରଶଂସା କୋରେଇ ନିର୍ବାଚନ ମଣ୍ଡଳୀରେ ହେଲା ପରେ ବିଧାୟକ ଅଶୋକ ବଳ ନିଦ ଭାଙ୍ଗିଲା

କୋରାଇ ବିଧାୟକ ଅଶୋକ ବଳ ଆଜି ସକାଳ ୮ ଘଟିକା ସମୟରୁ ୧୧ ଘଟିକା ସମୟ ପର୍ଯ୍ୟନ୍ତ ବ୍ୟାସନଗର ସହରର ଗ୍ରୀନ ମାର୍କେଟ, କୋପଣ୍ଡ ପରିବା ମାର୍କେଟ ଏବଂ ଚୋରଦା ପରିବା ମାର୍କେଟ ଗୁଡିକରେ ସମସ୍ତ ବ୍ୟବସାୟୀ ମାନଙ୍କୁ ବୁଲି ବୁଲି ମାକ୍ସ ଓ ସାନିଟାଇଜର ବାଣ୍ଟିଥିଲେ ଏବଂ କୋରାନରୁ କିପରି ସୁରକ୍ଷିତ ରହିବେ ଏନେଇ ବୁଝାଇଥିଲେ ! ଯାତାୟାତ ରାସ୍ତାରେ ମଧ୍ୟ ଅନେକ ବିନା ମାକ୍ସଧାରୀଙ୍କୁ ମାକ୍ସ ପିନ୍ଧାଇଥିଲେ ! ପ୍ରାୟ ୧000 ରୁ ଉର୍ଦ୍ଧ ମାକ୍ସ ବଣ୍ଟା ଯାଇଥିବାବେଳେ ଏହି ସଚେତନା କାର୍ଯ୍ୟକ୍ରମରେ ବ୍ୟାସନଗର ବିଜେଡି ସଭାପତି ବ୍ରଜ ରାଉତ ସମ୍ପାଦକ ମହେଶ କୁମାର ଧଳ, ଯୁବ ବିଜେଡି ସଭାପତି ମନୋଜ ପରିଡା ଓ ଯୁବ ସାଧାରଣ ସମ୍ପାଦକ ପ୍ରଭାତ କୁମାର , ସାହୁ ଅମୂଲ୍ୟ ନାୟକ୍ ଦେବେନ୍ଦ୍ର ସାମଲ, ବିବେକାନନ୍ଦ ମହାନ୍ତି ସମେତ ବିଜେଡିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking