30.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗପ୍ରଧାନମନ୍ତ୍ରୀ ମୋଦୀ ଓ ହସିନାଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ

ପ୍ରଧାନମନ୍ତ୍ରୀ ମୋଦୀ ଓ ହସିନାଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହେବ । ଏହି ଗୁରୁତ୍ୱପୁର୍ଣ୍ଣ ବୈଠକରେ ଭାରତ ଓ ବାଲାଂଦେଶ ମଧ୍ୟରେ ଦିର୍ଘ ୫ ବର୍ଷ ପରେ ଟ୍ରେନ ଚଳାଚଳ ପାଇଁ ନିଷ୍ପତି ନିଆଯାଇପାରେ । ଏନେଇ ଜାତୀୟ ଗଣ ମାଧ୍ୟମକୁ ସୂଚନା ଦିଅ।ଯାଇଛି । ସୀମା ଆରପାରିରେ ରେଳ ଚଳାଚଳ ଓ ଅନ୍ୟ କିଛି ବିଷୟ ଉପରେ ଆଲୋଚନା ହୋଇପାରେ । ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ କହିବା ଅନୂସାରେ ବାଲାଂଦେଶ ସ୍ୱାଧୀନ ହେବାର ୪୯ ବର୍ଷ ପୂର୍ତ୍ତି ହୋଇଛି । ଦେଶରେ ସମସ୍ତଙ୍କୁ ସମାନ ଅଧିକାର ମିଳୁଛି । ତେବେ ବାଲାଂଦେଶ ଜାତୀୟ ପିତା ଶେଖ ମୁଜିବୁର ରହମାନଙ୍କ ଜନ୍ମବାର୍ଷିକ ଅବସରରେ ଭାରତ ଓ ବାଲାଂଦେଶ ମଧ୍ୟରେ ଏକ ଡ଼ାକ ଟିକେଟ ଜାରି କରାଯାଇପାରେ ଓ ପଶ୍ଚିମବଙ୍ଗ ଓ ବାଲାଂଦେଶ ମଧ୍ୟରେ ଚଲହାଟି ଓ ହଳଦୀବାଡ଼ି ରେଳବାଇ ଉଦଘାଟନ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking