31.1 C
Bhubaneswar
Friday, May 10, 2024
Homeଓଡିଶାମାଓ ବିସ୍ଫୋରଣ ଯୋଜନା ପଣ୍ଡ

ମାଓ ବିସ୍ଫୋରଣ ଯୋଜନା ପଣ୍ଡ

କଳାହାଣ୍ଡି: ମାଓବାଦୀଙ୍କ ବିସ୍ଫୋରଣ ପଣ୍ଡ କଲା ପୋଲିସ । ଆଇଇଡି ଉଦ୍ଧାର ସହ ମାଓବାଦୀଙ୍କ ବିସ୍ପୋରଣ ଯୋଜନା ପଣ୍ଡ । କଳାହାଣ୍ଡି ସଦର ଥାନା କିଟପଦର ରାସ୍ତାକଡରୁ ଉଦ୍ଧାର କରାଯାଇଛି । ବନ୍ଦପାଳନ ଅବସରରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିବା ଅନୁମାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଚାହିଁଲେ ବଦଳିବ: ପ୍ରମିଳା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking