28.1 C
Bhubaneswar
Tuesday, May 21, 2024
Homeଓଡିଶାଏଥର ବିଜେଡି ଯିବା ନିଶ୍ଚିତ : ରାଜନାଥ

ଏଥର ବିଜେଡି ଯିବା ନିଶ୍ଚିତ : ରାଜନାଥ

ଭୁବନେଶ୍ୱର : ରଣପୁର ସଭାରେ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କଲେ ରାଜନାଥ । ବିରୋଧୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜୋରଦାର ହମଲା । ସମ୍ବିଧାନର ଦୁରୂପେଯାଗ କରି କଂଗ୍ରେସ ଦେଖକୁ ପଛକୁ ନେଇଛି । ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରାଯିବ ବୋଲି ଗୋଟିଏ ଗୁଜବ ଚାଲିଛି । ଭାରତରେ କାହାରି ଦମ୍ ନାହିଁ, ଯିଏ ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରିଦେବ । ଓଡିଶାରେ କଂଗ୍ରେସ ୪୦ ବର୍ଷ,ବିଜେଡି ୨୫ ବର୍ଷ ଶାସନ କଲାଣି । ଓଡିଶାରେ ସ୍ଥିତି ଯାହା ଏଠାରୁ କଂଗ୍ରେସ ବିଦାୟ ନେଇସାରିଲାଣି । ବର୍ତ୍ତମାନ ମାହୋଲ ଯାହା,ଏଥର ବିଜେଡି ମଧ୍ୟ ଯିବା ନିଶ୍ଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking